ଶୀର୍ଷ ପ୍ରଶ୍ନଗୁଡିକ
Discover ହେଉଛି ଏକ ମୋବାଇଲ୍ ୱେବ୍ ଏବଂ Android ଆପ୍ଲିକେସନ୍ ଯାହାକୁ ଆପଣ ଏକ ଅଂଶଗ୍ରହଣକାରୀ ମୋବାଇଲ୍ ଅପରେଟର୍ରୁ ମାଗଣା ଡାଟାକୁ ନିଜର ମୋବାଇଲ୍ ଫୋନ୍ରେ ଇଣ୍ଟରନେଟ୍ ବ୍ରାଉଜ୍ କରିବାକୁ ବ୍ୟବହାର କରିପାରିବେ। ଅଂଶଗ୍ରହଣକାରୀ ମୋବାଇଲ୍ ଅପରେଟର୍ ଆପଣଙ୍କୁ ଦିନ, ସପ୍ତାହ କିମ୍ବା ମାସ ପ୍ରତି ମାଗଣା ଡାଟା ପରିମାଣ ପ୍ରଦାନ କରିବ।
ଆମର ମୋବାଇଲ୍ ଅପରେଟର୍ ସହଭାଗୀମାନଙ୍କ ସହିତ ଏକ ସ୍ଥାୟୀ ପ୍ରୋଗ୍ରାମ ପ୍ରଦାନ କରିବାକୁ, ମାଗଣା ଡାଟା ବ୍ୟବହାର କରିବା ସମୟରେ Discover କେବଳ ନିମ୍ନ-ବ୍ୟାଣ୍ଡୱିଡଥ୍ ଟ୍ରାଫିକ୍କୁ ସମର୍ଥନ କରେ। ଭିଡିଓ, ଅଡିଓ, ଷ୍ଟ୍ରିମିଂ, ଫାଇଲ୍ ସ୍ଥାନାନ୍ତର କିମ୍ବା ଅନ୍ୟାନ୍ୟ ପ୍ରକାରର ଡାଟା-ଇଣ୍ଟେନ୍ସିଭ୍ ଟ୍ରାଫିକ୍ ସହିତ କେତେକ ବୈଶିଷ୍ଟ୍ୟ ମାଗଣା ଡାଟା ବ୍ୟବହାର କରିବା ସମୟରେ ସମର୍ଥିତ ନୁହେଁ, ଯେପରି ବୈଷୟିକ ସୂଚନା Discover ରେ ବର୍ଣ୍ଣନା କରାଯାଇଛି। ଇଣ୍ଟରନେଟ୍ରେ ଭିଡିଓ ଏବଂ ଅଡିଓ ବ୍ରାଉଜ୍ କରିବା ପାଇଁ ଆପଣ ସର୍ବଦା ଆପଣଙ୍କର ମୋବାଇଲ୍ ଅପରେଟରରୁ କିଣାଯାଇଥିବା ମୋବାଇଲ୍ ଡାଟା ବ୍ୟବହାର କରିବାକୁ ବାଛିପାରିବେ। Discover ବ୍ୟବହାର କରିବା ଆରମ୍ଭ କରିବାକୁ, ଆପଣ ଗୋଟେ ଅଂଶଗ୍ରହଣକାରୀ ଅପରେଟର୍ ଠାରୁ ଗୋଟେ SIM କାର୍ଡ ବ୍ୟବହାର କରିବା ଆବଶ୍ୟକ।
ଏହି ବୈଶିଷ୍ଟ୍ୟ କେବଳ କିଛି ଦେଶରେ ଉପଲବ୍ଧ ଅଛି ।
ଏହି ବୈଶିଷ୍ଟ୍ୟ କେବଳ କିଛି ଦେଶରେ ଉପଲବ୍ଧ ଅଛି ।
ଏହି ସେବା କେବଳ କିଛି ଦେଶରେ ଉପଲବ୍ଧ ଅଛି।
ଏହି ସେବା କେବଳ କିଛି ଦେଶରେ ଉପଲବ୍ଧ ଅଛି ।